ଭୁବନେଶ୍ୱର : ବିଜୁ ଜନତା ଦଳ ପ୍ରତିନିଧୀ ଆଜି ସକାଳେ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟି ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ଶ୍ରୀ ପ୍ରବୀଣ ନାୟକ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ସୁନ୍ଦରଗଡର ସଦର- ଏ ଜୋନ୍ର ବିଜେପି ଜେପି ପ୍ରାର୍ଥୀ ପ୍ରବୀଣ ନାୟକ ଗତକାଲି ସ୍ଥାନୀୟ ଲୋକଙ୍କ ଦ୍ୱାରା ନିର୍ବାଚନ ପାଇଁ ନଗଦ ଟଙ୍କା ବଣ୍ଟନ କରୁଥିବା ବେଳେ ପରେ ପୋଲିସକୁ ହସ୍ତାନ୍ତର କରିଥିଲେ।