ବିହାର: ବିହାରରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନିତୀଶ କୁମାର ରାଜ୍ୟରେ ୧୫ ମେ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି । ରାଜ୍ୟରେ ଲକଡାଉନ ଲଗାଯିବା ନେଇ ସୂଚନା ସିଏମ ନୀତିଶ କୁମାର ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଟିଟ୍ୱ କରି ସୂଚନା ଦେଇଛନ୍ତି, କାଲି ସହଯୋଗୀ ମୁଖ୍ୟମନ୍ତ୍ରୀ ଏବଂ ପଦାଧିକାରୀଙ୍କ ସହିତ ଆଲୋଚନା ପରେ ବିହାରରେ ବର୍ତମାନ ୧୫ ମେ ୨୦୨୧ ପର୍ଯ୍ୟନ୍ତ ଲକଡାଉନ କରିବା ନେଇ ନିର୍ଣ୍ଣୟ ନିଆଯାଇଛି । କରୋନା ମହାମାରୀରୁ ବିହାରକୁ କେମିତି ବାହାର କରାଯାଇପାରିବ, ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଲଗାତର ଭାବରେ ସମୀକ୍ଷା କରୁଥିଲେ ।
कल सहयोगी मंत्रीगण एवं पदाधिकारियों के साथ चर्चा के बाद बिहार में फिलहाल 15 मई, 2021 तक लाॅकडाउन लागू करने का निर्णय लिया गया। इसके विस्तृत मार्गनिर्देशिका एवं अन्य गतिविधियों के संबंध में आज ही आपदा प्रबंधन समूह (Crisis management Group) को कार्रवाई करने हेतू निदेश दिया गया है।
— Nitish Kumar (@NitishKumar) May 4, 2021