34.1 C
Bhubaneswar
Friday, March 29, 2024
Homeକରୋନାଦିଲ୍ଲୀରେ ୭୨ ଲକ୍ଷ ଲୋକଙ୍କୁ ଦୁଇ ମାସର ମାଗଣା ରାସନ

ଦିଲ୍ଲୀରେ ୭୨ ଲକ୍ଷ ଲୋକଙ୍କୁ ଦୁଇ ମାସର ମାଗଣା ରାସନ

ନୂଆଦିଲ୍ଲୀ: କରୋନା ସଂକଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓାଲ ଦିଲ୍ଲୀବାସୀଙ୍କୁ ମାଗଣା ରାଶନ ସହ ଆର୍ଥିକ ସହାୟତା ପାଇଁ ଘୋଷଣା କରିଛନ୍ତି । ସିଏମ କେଜ୍ରିଓାଲ ଦିଲ୍ଲୀର ୭୨ ଲକ୍ଷ ରାଶନ କାର୍ଡ ଧାରିଙ୍କୁ ଦୁଇ ମାସର ମାଗଣା ରାଶନ ଏବଂ ଅଟୋ ଚାଳକ ରିକ୍ସା ଚାଳକଙ୍କୁ ଆର୍ଥିକ ସାହାଯ୍ୟ ଦେବାପାଇଁ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଦିଲ୍ଲୀରେ ରାଶନ କାର୍ଡ ଧାରୀଙ୍କୁ ଆଗାମୀ ଦୁଇ ମାସ ମାଗଣାରେ ରାଶନ ଯୋଗାଇଦେବେ । ଦିଲ୍ଲୀରେ ପ୍ରାୟ ୭୨ ଲକ୍ଷ ରାଶନକାର୍ଡ ଧାରୀ ଅଛନ୍ତି । ଏହାର ଅର୍ଥ ଏହା ନୁହେଁ ଯେ, ଲକଡାଉନ ୨ ମାସ ଚାଲିବ । ଦିଲ୍ଲୀ ସରକାର ସମସ୍ତ ଅଟୋ ଓ ଟାକ୍ସି ଚାଳକଙ୍କୁ ୫ ହଜାର ଟଙ୍କା ଦେଇ ସାହାଯ୍ୟ କରିବାକୁ ଚାହୁଁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking