40.1 C
Bhubaneswar
Thursday, April 25, 2024
Homeକରୋନାବିହାରରେ ୧୫ ମେ’ପର୍ଯ୍ୟନ୍ତ ଲକଡାଉନ  

ବିହାରରେ ୧୫ ମେ’ପର୍ଯ୍ୟନ୍ତ ଲକଡାଉନ  

ବିହାର: ବିହାରରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନିତୀଶ କୁମାର ରାଜ୍ୟରେ ୧୫ ମେ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି । ରାଜ୍ୟରେ ଲକଡାଉନ ଲଗାଯିବା ନେଇ ସୂଚନା ସିଏମ ନୀତିଶ କୁମାର ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଟିଟ୍ୱ କରି ସୂଚନା ଦେଇଛନ୍ତି, କାଲି ସହଯୋଗୀ ମୁଖ୍ୟମନ୍ତ୍ରୀ ଏବଂ ପଦାଧିକାରୀଙ୍କ ସହିତ ଆଲୋଚନା ପରେ ବିହାରରେ ବର୍ତମାନ ୧୫ ମେ ୨୦୨୧ ପର୍ଯ୍ୟନ୍ତ ଲକଡାଉନ କରିବା ନେଇ ନିର୍ଣ୍ଣୟ ନିଆଯାଇଛି । କରୋନା ମହାମାରୀରୁ ବିହାରକୁ କେମିତି ବାହାର କରାଯାଇପାରିବ, ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଲଗାତର ଭାବରେ ସମୀକ୍ଷା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking