32.1 C
Bhubaneswar
Wednesday, May 29, 2024
Homeଦେଶ ବିଦେଶସୁରକ୍ଷା ବାହିନୀକୁ ବଡ଼ ସଫଳତା : ୨ ଆତଙ୍କବାଦୀ ନିହତ

ସୁରକ୍ଷା ବାହିନୀକୁ ବଡ଼ ସଫଳତା : ୨ ଆତଙ୍କବାଦୀ ନିହତ

ଶ୍ରୀନଗର : ଏଲଓସି ନିକଟରେ ଆତଙ୍କବାଦୀ ପ୍ରବେଶକୁ ପଣ୍ଡ କରିଛନ୍ତି ସୁରକ୍ଷା ବାହିନୀ। ସୂଚନା ଅନୁସାରେ, ପୁଞ୍ଚ ଜିଲାର ବାଲାକୋଟ ସେକ୍ଟରରେ ଲାଇନ ଅଫ କଣ୍ଟ୍ରୋଲ (ଏଲଓସି)ରେ ଭାରତୀୟ ସେନା ୨ଜଣ ଆତଙ୍କବାଦୀଙ୍କୁ ଗୁଳି କରିଛନ୍ତି। ସେମାନଙ୍କ ନିକଟରୁ ସୁରକ୍ଷାବାହିନୀ ଗୋଟିଏ ଏକେ ୪୭, ୩୦ ରାଉଣ୍ଡ ଗୁଳି, ଦୁଇଟି ହ୍ୟାଣ୍ଡ ଗ୍ରେନେଡ ଏବଂ ଗୁଳି ଜବତ ହୋଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking