ନୂଆଦିଲ୍ଲୀ : ନୂଆବର୍ଷରେ ଚାଷୀଙ୍କୁ ମୋଦୀ ସରକାରଙ୍କ ବଡ ଉପହାର । ମୋଦୀ ସରକାରଙ୍କ ବଡ ଉପହାର ହେଉଛି ପିଏମ ଫସଲ ବୀମା ଆବଣ୍ଟନ ବୃଦ୍ଧି ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି କେନ୍ଦ୍ର କ୍ୟାବିନେଟରେ ନିଆଗଲା । ଚାଷୀଙ୍କୁ ୬୯ହଜାର ୫୧୫ କୋଟି ଟଙ୍କା ଆବଣ୍ଟନ ହେବ । ସାର ବ୍ୟାଗ ୧୩୫୦ ଟଙ୍କାରେ ଦିଆଯିବ । ଚାଷୀଙ୍କୁ ଅତିରିକ୍ତ ସବସିଡ ମଧ୍ୟ ଦିଆଯିବ ।