29.1 C
Bhubaneswar
Saturday, July 27, 2024
Homeଓଡିଶା୨ ସପ୍ତାହ ଭିତରେ ହେବ ବଡ ପରିବର୍ତ୍ତନ : ମୋହନ ମାଝୀ

୨ ସପ୍ତାହ ଭିତରେ ହେବ ବଡ ପରିବର୍ତ୍ତନ : ମୋହନ ମାଝୀ

ଭୁବନେଶ୍ୱର : ଅନେକ ବିଜେଡି ନେତା ଦଳ ଛାଡିବେ ବୋଲି କହିଲେ ମୋହନ ମାଝୀ । ୨ ସପ୍ତାହ ଭିତରେ ବଡ ଧରଣର ପରିବର୍ତ୍ତନ ହେବ । ବିଜେଡି ବିଧାୟକ ଓ ସାଂସଦମାନେ ଦଳ ଛାଡିବା ଆରମ୍ଭ କରିବେ । ଯାହାକୁ ଟିକେଟ୍ ମିଳବନି, ସେମାନେ ଅନ୍ୟ ଦଳକୁ ଯିବା ଭାବିବେ । ଅନେକ ବିଜେଡି ନେତା ବିଜେପି ସହ ଯୋଗାଯୋଗରେ ଅଛନ୍ତି । ଦଳ ବିପର୍ଯ୍ୟପ୍ତ ସ୍ଥିତି ଆଡକୁ ଯାଉଛି, ନବୀନ ସରକାରର ପତନ ହେବ । ସବୁ ଯୋଜନା କେବଳ ନିର୍ବାଚନ ସର୍ବସ୍ୱ, ସଫଳ ହେବେ ନାହିଁ । ୧୯୯୫ ଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି୍ ଭବିଷ୍ୟବାଣୀ କଲେ ମୋହନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking