30.1 C
Bhubaneswar
Sunday, June 22, 2025
Homeଦେଶ ବିଦେଶଆମ ପାଇଁ ଆଜି ବଡ଼ ସୁଯୋଗ : ରୋହିତ

ଆମ ପାଇଁ ଆଜି ବଡ଼ ସୁଯୋଗ : ରୋହିତ

ଅହମ୍ମଦାବାଦ୍‌: ବିଶ୍ବକପରେ ଆମେ ଦଳଗତ ପ୍ରଦର୍ଶନ କରିଛୁ। ବ୍ୟାଟିଂ ଓ ବୋଲିଂରେ ପ୍ରଦର୍ଶନ ଆଶାଜନକ ରହିଛି। ଲିଗ୍‌ ଓ ସେମିଫାଇନାଲରେ ଆମେ ଯେଭଳି ଖେଳିଥିଲୁ ଫାଇନାଲରେ ମଧ୍ୟ ସେମିତି ଖେଳିବୁ। ଆମ ପାଇଁ ଏହା ବଡ଼ ସୁଯୋଗ ବୋଲି ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି। ବିଶ୍ବକପ ପାଇଁ ଆମେ ଦୁଇବର୍ଷ ହେବ ପ୍ରସ୍ତୁତି କରିଛୁ। ଦଳଗତ ପ୍ରଦର୍ଶନ ଆମର ଶକ୍ତି ଓ ସାମର୍ଥ। ଆମେ ଆତ୍ମବିଶ୍ବାସରେ ଅଛି। ବିଜୟୀ ନେଇ ପ୍ରତିଶ୍ରୁତିବଦ୍ଧ ବୋଲି ରୋହିତ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking