30.1 C
Bhubaneswar
Monday, May 20, 2024
Homeଓଡିଶାଭୁବନେଶ୍ୱର କୋର୍ଟ ପରିସର ୩ ଦିନ ସିଲ୍, ଜାଣନ୍ତୁ କାହିଁକି

ଭୁବନେଶ୍ୱର କୋର୍ଟ ପରିସର ୩ ଦିନ ସିଲ୍, ଜାଣନ୍ତୁ କାହିଁକି

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର କୋର୍ଟ ପରିସରକୁ ୩ ଦିନ ପାଇଁ ସିଲ୍ କରାଯାଇଛି । କୋଭିଡ ସ୍ରଂକମଣ ଯୋଗୁଁ ସିଲ୍ ହୋଇଥିବା ସୂଚନା ମିଳିଛି । କୋଭିଡ ପଜିଟିଭ୍ ଚିହ୍ନଟ ହେବାରୁ ୨୬ ତାରିଖ ଯାଏଁ ଏହାକୁ ସିଲ୍ କରିଛି ବିଏମସି । ପରିସରରେ ଥିବା ବନ୍ଦୋବସ୍ତ କମିସନର ଓ ଓକିଲ ସଂଘ କାର୍ଯ୍ୟାଳୟ ବି ବନ୍ଦ ରହିବ । ୨୭ରେ ସବୁ କର୍ମଚାରୀଙ୍କ ଆରଟି-ପିସିଆର ଟେଷ୍ଟ ପାଇଁ ଶିବିର ଖୋଲିବ ବୋଲି କୁହାଯାଇଛି । ୧୫ଜଣ ଜୁଡିସିଆଲ କର୍ମଚାରୀଙ୍କ ସମେତ ଏକାଧିକ ଆଇନଜୀବୀ ସଂକ୍ରମିତ ଚିହ୍ନଟ । ଭୁବନେଶ୍ୱର ଜୁଡିସିଆଲ କମ୍ପ୍ଲେକ୍ସକୁ ୩ଦିନ ପାଇଁ ସିଲ କଲା ବିଏମ୍‌ସି । ଆଜିଠାରୁ ୨୬ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ କମ୍ପ୍ଲେକ୍ସ । ସୂଚନା ଦେଲେ ବିଏମସି ସାଉଥ ଇଷ୍ଟ ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking