27.1 C
Bhubaneswar
Wednesday, June 26, 2024
Homeଓଡିଶାପଦଛାଡ଼ିଲେ ଭକ୍ତ ଦାସ

ପଦଛାଡ଼ିଲେ ଭକ୍ତ ଦାସ

ଭୁବନେଶ୍ୱର: ଦଳର ଖରାପ ପ୍ରଦର୍ଶନ ପରେ ଭକ୍ତ ଦାସ ପଦ ଛାଡ଼ିଛନ୍ତି ।   ସେ ପ୍ରଦେଶ କଂଗ୍ରେସ କମିଟି ପ୍ରଚାର କମିଟି ଅଧ୍ୟକ୍ଷ ପଦ ଛାଡ଼ିଛନ୍ତି । ଅଧ୍ୟକ୍ଷ ପଦ ଛାଡ଼ିବା ନେଇ ଶ୍ରୀ ଦାସ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଚିଠି ଲେଖିଛନ୍ତି । ପ୍ରକାଶ ଯେ ଭକ୍ତ ଦାସ ଚଳିତ ନିର୍ବାଚନରେ ନର୍ଲା ବିଧାନସଭା ଆସନରୁ ନିଜର ଭାଗ୍ୟ ପରୀକ୍ଷା କରିଥିଲେ । ତେବେ ସେ ପରାଜୟ ବରଣ କରିଛନ୍ତି । ଏଥିସହ କଂଗ୍ରେସ ସମୂହଭାବେ ମଧ୍ୟ ଚଳିତ ନିର୍ବାଚନରେ ଖରାପ ପ୍ରଦର୍ଶନ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking