28.9 C
Bhubaneswar
Tuesday, May 13, 2025
Homeଓଡିଶାଗିରଫ ପରେ ନିଲମ୍ବିତ ହେଲେ ଭଦ୍ରକ ଥାନା ଏସ୍‌ଆଇ

ଗିରଫ ପରେ ନିଲମ୍ବିତ ହେଲେ ଭଦ୍ରକ ଥାନା ଏସ୍‌ଆଇ

ଭଦ୍ରକ: ମହିଳା ସାମ୍ବାଦିକାଙ୍କୁ ଯୌନ ନିର୍ଯାତନା ମାମଲାରେ ନିଲମ୍ବିତ ହେଲେ ଭଦ୍ରକ ଜିଲ୍ଲା ଚୂଡ଼ାମଣି ଥାନା ଏସ୍‌ଆଇ। ଏସ୍‌ଆଇ ତପସ୍ୱିନୀ ମହାପାତ୍ର ଗିରଫ ହୋଇ ଜେଲ୍‌ ଯିବା ପରେ ଭଦ୍ରକ ଏସ୍‌ପି ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ତାଙ୍କ ବେଲ୍‌ ପିଟିସନ୍‌ ଆବେଦନର ଶୁଣାଣି ଆଜି ଭଦ୍ରକ ଏସ୍‌ଡିଜେଏମ୍ କୋର୍ଟରେ କରାଯିବ। ଏସ୍‌ଆଇ ତପସ୍ୱିନୀ ମହାପାତ୍ର ମହିଳା ସାମ୍ବାଦିକାଙ୍କ ସହ ୨୦୨୧ରୁ ସମ୍ପର୍କରେ ଥିଲେ। ଦୁଇ ଜଣ ସେବେଠାରୁ ଏକାଠି ରହୁଥିଲେ। ହେଲେ ଗତକାଲି ସାମ୍ବାଦିକା ଜଣକ ଏସ୍‌ଆଇଙ୍କ ନାଁରେ ଭଦ୍ରକ ଟାଉନ ଥାନାରେ ଅଭିଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking