20.1 C
Bhubaneswar
Monday, November 18, 2024
Homeଖାଦ୍ୟଚ୍ୟବନପ୍ରାସର ଔଷଧିୟ ଗୁଣ

ଚ୍ୟବନପ୍ରାସର ଔଷଧିୟ ଗୁଣ

ଚ୍ୟବନପ୍ରାସର ଅନେକ ଔଷଧିୟ ଗୁଣ ରହିଛି । ବିଶେଷ କରି ଶୀତ ଦିନରେ ଏହାର ସେବନ ବେଶ ଲାଭଦାୟକ । ଏହାକୁ ବହୁ ଆର‌୍ୟୁବେଦ ଜଡ଼ିବୁଟିକୁ ମିଶାଇ ପ୍ରସ୍ତୁତ କରାଯାଇଥାଏ । ଏହା ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ଦେଇଥାଏ ଓ ଶରୀରକୁ ସୁସ୍ଥ ରଖିଥାଏ । କୁହାଯାଏ ମହର୍ଷି ଚ୍ୟବନ ଏହାକୁ ପୁଢା ବୟସରୁ ଯୌବନ ପ୍ରାପ୍ତ କରିବା ନିମନ୍ତେ ପ୍ରସ୍ତୁତ କରିଥିଲେ । ତେବେ ଆସନ୍ତୁ ଜାଣିବା ଏହାର ବିଭିନ୍ନ ଔଷଧିୟ ଗୁଣ ବିଷୟରେ
୧-ଏହା ଶୀତ ଦିନେ ସେବନ କଲେ ଥଣ୍ଡା ଜ୍ୱରରୁ ମୁକ୍ତି ମିଳେ ।
୨-ଏହା ଆମ ପାଚନ ତନ୍ତ୍ରକୁ ସଠିକ ରଖେ ।
୩-ଚ୍ୟବନ ପ୍ରାସକୁ ସେବନ ଦ୍ୱାରା ଏହା ଆମ ଇମ୍ୟୁନିଟି ପାୱାରକୁ ବଢାଇ ଥାଏ ।
୪-ଏହା ଚୁଟିକୁ କଳା ରଖିବା ସହ ଆମ କିଡ଼ିନୀର କାର୍ଯ୍ୟକୁ ସଠିକ ରଖିଥାଏ ।
୫-ଏହା ଶିଶୁଙ୍କଠୁ ନେଇ ବୃଦ୍ଧ ବ୍ୟକ୍ତି ସମସ୍ତେ ସେବନ କରିପାରିବେ ।
୬-ଏଥିରେ ଆମଲାର ପରିମାଣ ରହିଥାଏ ଯାହା ଆମ ଶରୀରକୁ ମିନେରାଲ ଓ ଭିଟାମିନ ଯୋଗାଇଥାଏ ।
୭-ଏହାକୁ ଖାଇବା ଦ୍ୱାରା ଅନେକ ଦିନରୁ ଥିବା ପୁରୁଣା କାଶ ଭଲ ହୋଇଥାଏ ।
୮-ଏହା ଆମ ଶରୀରର ହିମୋଗ୍ଲୋବିନକୁ ସ୍ଥିର ରଖିଥାଏ ।
୯-ଛାତ୍ରଛାତ୍ରୀ ମାନେ ଏହାକୁ ସେବନ କଲେ ଏକାଗ୍ରତା ବଢିଥାଏ ।
୧୦-ଚ୍ୟବନପ୍ରାସ ଆମ ଶରୀରର ମାନସିକ ଚାପକୁ ନିୟନ୍ତ୍ରଣରେ ରଖେ ଓ ଥକ୍କା ଅନୂଭବ କରାଏନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking