21.1 C
Bhubaneswar
Monday, November 18, 2024
Homeଖାଦ୍ୟଆଲମଣ୍ଡର ଫାଇଦା

ଆଲମଣ୍ଡର ଫାଇଦା

ଏହା ଏକ ସ୍ୱାସ୍ଥ୍ୟକର ସ୍ନାକ୍ସ ଭାବେ ଘରେଘରେ ପରିଚିତ । ଏହାକୁ ଖାଇବା ଦ୍ୱାରା ଶରୀରୁ ପୋଷକ ତତ୍ୱ ମିଳେ । ଏହା ବହୁ ପୁରାତନ ସମୟରୁ ଆମ ଆମ ପରିବାର ମାନଙ୍କରେ ବ୍ୟବହାର ହୋଇଆସିଛି । ଏଥିରେ ବିଭିନ୍ନ ପ୍ରକାର ଭିଟାମିନ ଓ ଖଣିଜ ଲବଣ ରହିଥାଏ । ତେବେ ଚାଲନ୍ତୁ ଜାଣିବା ବାଦମ ଖାଇବାର ଲାଭ ବିଷୟରେ –
୧- ଓଜନ ହ୍ରାସ ପାଇଁ ଆଲମଣ୍ଡ ଏକ ଦରକାରୀ ଖାଦ୍ୟ । ଏଥିରେ ପ୍ରଚୁର ପରିମାଣରେ କ୍ୟାଲେରୀ ସହିତ ପ୍ରୋଟିନ ,ଫାଇବର ମଧ୍ୟ ରହିଥାଏ ।
୨- ଏଥିରେ ଭିଟାମିନ ଡ଼ି ଥାଏ ଯାହା ଆମ ମେଟାବୋଲିଜିମକୁ ଠିକ ରଖିଥାଏ ।
୩- ସକାଳୁ ଆଲମଣ୍ଡ ଖାଇବା ଦ୍ୱାରା ମସ୍ତିଷ୍କର କ୍ରିୟାସିଳତା ବୃଦ୍ଧି ହୋଇଥାଏ ।
୪- ଏଥିରେ ଥିବା ଆମିନୋ ଏସିଡ଼ ଓ ତେଲ ଆମ ମସ୍ତିଷ୍କର ଏକାଗ୍ରତାକୁ ସଠିକ ରଖିଥାଏ ।
୫- ଆଲମଣ୍ଡ ଖାଇବାଦ୍ୱାରା ମାନସିକ ଚାପ ଓ ଅନିଦ୍ରା ଦୁର ହୋଇଥାଏ ବୋଲି ରିସର୍ଚରୁ ଜଣା ପଡ଼ିଛି ।
୬- ଏଥିରେ ପ୍ରଚୁର ପରିମାଣରେ ଫସଫରସ ଥାଏ ଯାହା ଆମ ଦୃଷ୍ଟି ଶକ୍ତି ବୃଦ୍ଧି କରିଥାଏ ।
୭- ଆଲମଣ୍ଡରେ ଭିଟାମିନ ଇ ରହିଥିବାରୁ ତ୍ୱଚାକୁ ସୁସ୍ଥ ଓ ସୁନ୍ଦର ରଖିବାରେ ଆଲମଣ୍ଡ ସାହାଯ୍ୟ କରେ ।
୮- ସପ୍ତାହରେ ୫ଦିନ ଆଲମଣ୍ଡ ସେବନ ଦ୍ୱାରା ହୃଦଘାତର ସମସ୍ୟା ଦୂର ହୋଇଥାଏ ।
୯- କ୍ୟାଲସିୟମର ପରିମାଣ ଆଲମଣ୍ଡରେ ରହିଥିବାରୁ ଏହା ହାଡ଼କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।
୧୦- ଏହାର ସେବନ ଆମ ଦାନ୍ତକୁ ମଧ୍ୟ ଶକ୍ତ ରଖିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking