39.4 C
Bhubaneswar
Thursday, April 18, 2024
Homeବ୍ରେକୀଙ୍ଗଅରୁଣାଚଳ ନିକଟରେ ୩ ଗାଁ ନିର୍ମାଣ ନିର୍ମାଣ କଲା ଚୀନ

ଅରୁଣାଚଳ ନିକଟରେ ୩ ଗାଁ ନିର୍ମାଣ ନିର୍ମାଣ କଲା ଚୀନ

ନୂଆଦିଲ୍ଲୀ: ବୁମ ଲା ପାସରୁ ପାଖାପାଖି ୫ କିମି ଦୂରରେ ପ୍ରାୟ ତିନୋଟି ଗାଁ ନିର୍ମାଣ କରିଛି ଚୀନ । ଯାହା ପଶ୍ଚିମ ଅରୁଣାଚଳପ୍ରଦେଶର ଭାରତ,ଚୀନ ଓ ଭୂଟାନ ମଧ୍ୟରେ ତ୍ରିକୋଣୀୟ ଜଙ୍କସନ ନିକଟରେ ଅବସ୍ଥିତ । ଏହି ଅଚଂଳରେ ଭାରତ ଓ ଚୀନ ମଧ୍ୟରେ ସୀମା ନେଇ ବିବାଦ ରହିଛି । ଆଉ ଏବେ ଏହି ନୂଆ ନିର୍ମାଣ ଅରୁଣାଚଳପ୍ରଦେଶ ସୀମା ସହ ନିଜ ଅଂଚଳ ଅଧିକାର ସାବ୍ୟସ୍ତ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି ରିପୋର୍ଟରେ ଦିଆଯାଇଥିବା ନୂଚନ ଫଟୋ ଗୋଟିଏ ସମୟରେ ଆସିଛି, ଯେତେବେଳେ କି ଏକ ସପ୍ତାହ ପୂର୍ବରୁ ଭୁଟାନ ଅଂଚଳରେ ଚୀନ ଗାଁ ସ୍ଥାପିତ ହେଉଥିବା ସାମ୍ନାକୁ ଆସିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking