29.1 C
Bhubaneswar
Wednesday, May 1, 2024
Homeଅପରାଧଉଧାର ଟଙ୍କା ପାଇଁ ପିଟିପିଟି ହତ୍ୟା !

ଉଧାର ଟଙ୍କା ପାଇଁ ପିଟିପିଟି ହତ୍ୟା !

ଖଣ୍ଡପଡା : ଉଧାର ଟଙ୍କା ପାଇଁ ଜଣଙ୍କୁ ପିଟିପିଟି ହତ୍ୟା ଅଭିଯୋଗ । ଫତେଗଡ ଥାନା ତାଳପଡା ଛକରେ ଉଧାର ଟଙ୍କାକୁ ନେଇ ଆକ୍ରମଣ । ଗୁରୁତର ବ୍ୟକ୍ତିଙ୍କୁ ଆଜି ଭାପୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ ପରିବାର । ହସ୍ପିଟାଲରୁ ଡିସ୍‌ଚାର୍ଜ ପରେ ପୁଣି ଅସୁସ୍ଥ ବୋଇ ପଡିଥିଲେ ସଂପୃକ୍ତ ବ୍ୟକ୍ତି । ପୁଣି ହସ୍ପିଟାଲରେ ଭର୍ତ୍ତି ପରେ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତକଙ୍କ ପତ୍ନୀଙ୍କ ପକ୍ଷରୁ ଥାନାରେ ଏତଲା ପରେ ଆକ୍ରମଣକାରୀ ଅଟକ ।

ଜେଜେମାଙ୍କ ଦ୍ୱାଦଶହରେ ନାତି ମୃତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking