27.1 C
Bhubaneswar
Thursday, June 26, 2025
Homeଅପରାଧବଚସାରୁ ପିଟାପିଟି, ଜଣେ ମୃତ

ବଚସାରୁ ପିଟାପିଟି, ଜଣେ ମୃତ

କଟକ: ଚଣ୍ଡୀ ମନ୍ଦିର ସମ୍ମୁଖରେ ବଚସାରୁ ପିଟାପିଟି ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଦୁଇ ଅଟୋ ଚାଳକଙ୍କ ମଧ୍ୟରେ ସଂଘର୍ଷରୁ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଗଣ୍ଡଗୋଳ କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣାସ୍ଥଳରେ ଲାଲବାଗ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking