30.6 C
Bhubaneswar
Monday, May 19, 2025
Homeଓଡିଶାବାଲିଯାତ୍ରା ହରିଲୁଟର ତଦନ୍ତ ହେଉ: ମୋକିମ୍‌

ବାଲିଯାତ୍ରା ହରିଲୁଟର ତଦନ୍ତ ହେଉ: ମୋକିମ୍‌

ଭୁବନେଶ୍ୱର: ବାଲିଯାତ୍ରା ଦୁର୍ନୀତି ପ୍ରସଙ୍ଗରେ ବିଧାୟକ ମହମ୍ମଦ ମୋକିମଙ୍କ ପ୍ରତିକ୍ରିୟା । ସିଏମସିର ଟିକସ ଲବ୍ଧ ଟଙ୍କାରେ ବାଲିଯାତ୍ରା ଆୟୋଜନ । ଖୋଦ ଶାସକ ଦଳର ଜନପ୍ରତିନିଧି ମାନେ ଦୁର୍ନୀତିର ସ୍ୱର ଉଠାଇଛନ୍ତି । ବାଲିଯାତ୍ରା ଗେଟ୍ ଖର୍ଚ୍ଚ ୬ ଲକ୍ଷ କିନ୍ତୁ ୩୨ ଲକ୍ଷର ଟେଣ୍ଡର ହୋଇଛି । ଗେଟ୍‌, ଲେଜର ସୋ, ସବୁଜ ବାଣ ଫୁଟାଇବାରେ ବ୍ୟାପକ ହରିଲୁଟ୍ । ଦୃଢ କାର୍ଯ୍ୟାନୁଷ୍ଠାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବୁ ବୋଲି କହିଛନ୍ତି ମୋକିମ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking