30.1 C
Bhubaneswar
Sunday, March 23, 2025
Homeଓଡିଶାଘିଅ, କ୍ଷୀର ଏକା ସାଙ୍ଗରେ ଖାଉଥିଲେ ସାବଧାନ !

ଘିଅ, କ୍ଷୀର ଏକା ସାଙ୍ଗରେ ଖାଉଥିଲେ ସାବଧାନ !

ଭୁବନେଶ୍ୱର : ଯେଉଁମାନେ କ୍ଷୀର ଏବଂ ଘିଅ  ଖାଆନ୍ତି । ସେମାନେ ଏହୁ ଭୁଲ କରନ୍ତୁ ନାହିଁ । ସୁସ୍ଥ  ରହିବାକୁ କିଏ ବା ନ ଚାହେଁ । ଜୀବନ ଶୈଳୀରେ  ପୁଷ୍ଟିସାର ଅଭାବ ହେଲେ .  ଚାପ ଯୋଗୁଁ  ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ବହୁତ ପ୍ରଭାବିତ କରିଥାଏ । ସାଧାରଣତଃ ଲୋକମାନେ  ମଧ୍ୟାହ୍ନ ଭୋଜନରେ   ଘିଅରେ ତିଆରି ଖାଦ୍ୟ ବ୍ୟବହାର କରନ୍ତି ।  ଏହା ଖାଇବା ଭଲ କିନ୍ତୁ ଖାଇବା ପରେ ଯୋଗ ବ୍ୟାୟାମ କରିବା ଆବଶ୍ୟକ ଅଟେ ।  ଆଗକାଳରେ ଲୋକେ ପରିଶ୍ରମ କରୁଥିଲେ ।  ଘିଅ ଅଧିକ ଖାଇବା ଭଲ ନୁହେଁ । ପରଟାରେ ସକାଳୁ ସକାଳୁ ଘିଅ ଲଗାଇବା ଖାଇବା ଏହା ଭାରୀ ଭୋଜନ କୁହାଯାଏ । ସକାଳୁ ହାଲୁକା ଭୋଜନ କରିବା ଆବଶ୍ୟକ ଅଟେ ।  ଭଲ ଖାଇଲେ ସ୍ୱାସ୍ଥ୍ୟ ଭଲ ରୁହେ ।  ଭଲ ନିଦ୍ରା ହେଲେ  ସ୍ୱାସ୍ଥ୍ୟ ଭଲ ରୁହେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking