27.1 C
Bhubaneswar
Monday, May 26, 2025
Homeଓଡିଶାଆସୁଛି ବତ୍ୟା : ପ୍ରବଳ ବାର୍ଷିବ

ଆସୁଛି ବତ୍ୟା : ପ୍ରବଳ ବାର୍ଷିବ

ଭୁବନେଶ୍ୱର : ବାତ୍ୟା ‘ମିଗଜୋମ’ ପ୍ରଭାବର ଓଡିଶାରେ ପରବଳ ବର୍ଷା ସମ୍ଭାବନା । ୭ ରୁ ୧୧ ସେମି ବର୍ଷା ସମ୍ଭାବନା ଥିବା ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମକୁ ୟେଲୋ ୱାର୍ଣ୍ଣିଂ । କାଲି ଏହି ୫ ଜିଲ୍ଲାରେ ଅତି ପ୍ରବଳ ୭ରୁ୨୦ ସେମି ବର୍ଷା ସମ୍ଭବନା । କାଲି ପାଇଁ ଅରେଞ୍ଜ  ସହ ସତର୍କ ରହିବକୁ ପରାମର୍ଶ । ନବରଙ୍ଗପୁର, କନ୍ଧମାଳ, କଳାହଣ୍ଡି, ପୁରୀକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ। ୬ରୁ୭ ,କଳ ଯାଏଁ ଉପକୂଳବର୍ତ୍ତୀ ଜିଲ୍ଲା ସହ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । ଗଞ୍ଜାମ, ଗଜପତି, ପୁରୀ, ନୟାଗଡ, ଖୋର୍ଦ୍ଧା, କଟକ, ଜଗତସିଂହପୁର । କନ୍ଧମାଳ, କୋରାପୁଟ, ମାଲକାନଗିରି, ରାୟଗଡାକୁ ବି ୟେଲୋ ୱାର୍ଣ୍ଣିଂ ।ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା , ଓଡିଶାର ସବୁ ବନ୍ଦରକୁ ୨ ନଂ ବିପଦ ସଂକେତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking