29.1 C
Bhubaneswar
Sunday, November 17, 2024
Homeବ୍ରେକୀଙ୍ଗ୪ ଦିନ ବନ୍ଦ ରହିବ ବ୍ୟାଙ୍କ

୪ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ : ଦିନେ କି ଦୁଇଦିନ ନୁହେଁ ଚାରି ଦିନ ବନ୍ଦ ରହିବ ବ୍ୟାଙ୍କ । ଚଳିତ ସପ୍ତାହରେ ଦୀର୍ଘ ୪ ଦିନ ଧରି ବନ୍ଦ ରହିବ ଦେଶର ସମସ୍ତ ଘରୋଇ ଓ ସରକାରୀ ବ୍ୟାଙ୍କ । ଆସନ୍ତା ୧୫ ଓ ୧୬ ତାରିଖରେ ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର କନଫରଡେସନ୍ ଦୁଇ ଦିନିଆ ବ୍ୟାଙ୍କ ବନ୍ଦ ଡାକରା ଦେଇଥିବା ବେଳେ ଏହି ଦୁଇ ଦିନ ଦେଶର ଅଧିକାଂଶ ବ୍ୟାଙ୍କ ବନ୍ଦ ରହିବ । ଏଥିସହିତ ପୁଣି ଚଳିତ ସପ୍ତାହରେ ମାସର ଦ୍ୱିତୀୟ ଶନିବାର ଓ ରବିବାର ଦୁଇ ଦିନ ବ୍ୟାଙ୍କ ବନ୍ଦ ରହିବ । ଅନ୍ୟପଟେ ମାର୍ଚ୍ଚ ୧୫ ଓ ୧୬ ଧର୍ମଘଟରେ ରାଜ୍ୟରୁ ପ୍ରାୟ ୩୫ ହଜାରରୁ ଉର୍ଦ୍ଧ୍ୱ ବ୍ୟାଙ୍କ କର୍ମଚାରୀ ସାମିଲ ହେବେ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking