32.1 C
Bhubaneswar
Saturday, May 18, 2024
Homeଓଡିଶାଏକତରଫା ପ୍ରେମରୁ ହତ୍ୟା ଉଦ୍ୟମ; ଅଭିଯୁକ୍ତ ଗିରଫ

ଏକତରଫା ପ୍ରେମରୁ ହତ୍ୟା ଉଦ୍ୟମ; ଅଭିଯୁକ୍ତ ଗିରଫ

ଭୁବନେଶ୍ୱର :  ରାଜଧାନୀରେ ଏକତରଫା ପ୍ରେମକୁ ନେଇ ଭୟଙ୍କର ପରିଣତ ଦେଖାଦେଇଛି । ବଡ ଭଉଣୀକୁ ପ୍ରେମ କରି ବିଫଳ ହେବା ପରେ , ସାନ ଭଉଣୀକୁ ଗାଡି ଚଢାଇ ହତ୍ୟା ଉଦ୍ୟମ । ଅଭିଯୁକ୍ତ ଅକ୍ଷୟ ବେହେରା ଗିରଫ ହୋଇଥିବା ଖବର ମିଳିଛି । ଗାଡି ଚଢାଇ ହତ୍ୟା ଊଦ୍ୟମ ବେଳର ଭିଡିଓ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking