24.1 C
Bhubaneswar
Friday, January 10, 2025
Homeଦେଶ ବିଦେଶଆଥିୟାଙ୍କ ଦୃଢ଼ ସମର୍ଥନ କ୍ରୀଡ଼ା ପ୍ରଦର୍ଶନରେ ମାନସିକ ସନ୍ତୁଳନ ରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ:...

ଆଥିୟାଙ୍କ ଦୃଢ଼ ସମର୍ଥନ କ୍ରୀଡ଼ା ପ୍ରଦର୍ଶନରେ ମାନସିକ ସନ୍ତୁଳନ ରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ: ରାହୁଲ

ମୁମ୍ଵାଇ : ଭାରତରେ କ୍ରିକେଟ୍କେବଳ ଏକ କ୍ରୀଡ଼ା ନୁହେଁ, ଲୋକଙ୍କ ଆବେଗ ସହ ଓତଃପ୍ରୋତଃ ଭାବେ ଜଡ଼ିତ ବେଳେବେଳେ ବଡ଼ ମ୍ୟାଚ୍କୁ ନେଇ ଲୋକେ ଅନ୍ଧବିଶ୍ୱାସୀ ହୋଇଥାନ୍ତି ବଲିଉଡ୍ଅଭିନେତ୍ରୀ କ୍ରିକେଟର୍କେଏଲ୍ରାହୁଲଙ୍କ ପତ୍ନୀ ଆଥିୟା ଶେଟ୍ଟୀ ସେହିଭଳି ଜଣେ ମଣିଷ ବିଶ୍ୱକପ୍‌-୨୦୨୩ରେ ଆଥିୟାଙ୍କ ଅନ୍ଧବିଶ୍ୱାସ ବିଷୟରେ ଏକ କ୍ରୀଡ଼ା ଗଣମାଧ୍ୟମ ସହ ସାକ୍ଷାତକାରରେ ରାହୁଲ ଆଲୋଚନା କରିଛନ୍ତି

ରାହୁଲ କହିଛନ୍ତି, ବିଶ୍ୱକପ୍ଫାଇନାଲ୍ମ୍ୟାଚ୍ଦେଖିବାକୁ ସେ ଆଥିୟାଙ୍କୁ ଆମନ୍ତ୍ରଣ କରିଥିଲେ କିନ୍ତୁ ଅନ୍ଧବିଶ୍ୱାସ ଯୋଗୁ ଆଥିୟା ଘରେ ରହିବାକୁ ପସନ୍ଦ କଲେ ମୁଁ ମ୍ୟାଚ୍ଖେଳୁଥିବା ବେଳେ ଘରେ ରହି ଖେଳ ଦେଖିବାକୁ ସେ ଶୁଭଙ୍କର ବୋଲି ମନେକରନ୍ତି ରାହୁଲ ଯେତେବେଳେ ବ୍ୟାଟିଂ କରନ୍ତି, ଆଥିୟା ନିଜ ସ୍ଥାନରୁ ଉଠନ୍ତି ନାହିଁ ମାମଲାରେ ଆଥିୟା ବାପା ସୁନୀଲ ଶେଟ୍ଟୀଙ୍କ ଭଳି ସୁନୀଲ ସମସ୍ତ ବିଶ୍ୱକପ୍ମ୍ୟାଚ୍ଚଟାଣରେ ବସି ଦେଖିଥିଲେ ବୋଲି ରାହୁଲ କହିଛନ୍ତି

ଭଳି ଅନ୍ଧବିଶ୍ୱାସ ସତ୍ତେ୍ୱ ନିଜ ଜୀବନରେ ଆଥିୟାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ମଧ୍ୟ ରାହୁଲ ଖୋଲି କହିଛନ୍ତି ଆଥିୟାଙ୍କ ଦୃଢ଼ ସମର୍ଥନ କ୍ରୀଡ଼ା ପ୍ରଦର୍ଶନରେ ମାନସିକ ସନ୍ତୁଳନ ରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ ବୋଲି ରାହୁଲ କହିଛନ୍ତି ନିଜ ସୀମାଠୁ ଆଗକୁ ଯାଇ ଅଧିକ ପ୍ରୟାସ କରିବାକୁ ଆଥିୟା ତାଙ୍କୁ ଉତ୍ସାହିତ କରନ୍ତି କ୍ରିକେଟ୍ରେ ତାଙ୍କ ସଫଳତାରେ ଆଥିୟାଙ୍କ ବଡ଼ ଯୋଗଦାନ ରହିଥିବା ରାହୁଲ କହିଛନ୍ତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking