25.1 C
Bhubaneswar
Friday, March 1, 2024
Homeଦେଶ ବିଦେଶଭୂକମ୍ପରେ ଥରିଲା ଆସାମ

ଭୂକମ୍ପରେ ଥରିଲା ଆସାମ

ଗୁଆହାଟୀ : ଆସାମରେ ଗୁରୁବାର ସକାଳେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଠାରୁ ମିଳିଥିବା ସୂଚନାନୁଯାୟୀ, ଆସାମର ଗୁଆହାଟୀରେ ସକାଳ ପ୍ରାୟ ୫ଟା୪୨ରେ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ରେକର୍ଡ କରାଯାଇଛି। ଏଥିରେ କୌଣସି ଧନଜୀବନ ହାନୀ ହୋଇ ନାହିଁ ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking