24.1 C
Bhubaneswar
Tuesday, March 18, 2025
Homeଓଡିଶାନ୍ୟାୟ ପାଇଁ ରାଜଭବନରେ ଏଏସଓଙ୍କ ପତ୍ନୀ

ନ୍ୟାୟ ପାଇଁ ରାଜଭବନରେ ଏଏସଓଙ୍କ ପତ୍ନୀ

ଭୁବନେଶ୍ୱର : ନ୍ୟାୟ ପାଇଁ ରାଜଭବନ ପହଞ୍ଚିଲେ  ଏଏସଓ ବୈକୁଣ୍ଠ ପ୍ରଧାନଙ୍କ ପତ୍ନୀ ସୟୋଜ କୁମାରୀ ପ୍ରଧାନ । ରାଜ୍ୟପାଳଙ୍କୁ ଭେଟି ନ୍ୟାୟ ମାଗିବା ପାଇଁ ଆସିଛନ୍ତି । ତେବେ ପ୍ରଥମେ ଡିସିଙ୍କୁ ଭେଟିଛନ୍ତି । ଘଟଣାର ତଦନ୍ତ କେତେ ବାଟ ଯାଇଛି , ପ୍ରଥମେ ପୁରୀ ଏସପିଙ୍କୁ ଭେଟି ଚିଠି ନେଇ ଆସିବାକୁ ପରାମର୍ଶ ଦେଇଛନ୍ତି ଏଡିସି । ଘଟଣାକୁ ବହୁ ଦିନ ବିତିଯାଇଥିଲେ ମଧ୍ୟ  ବୈକୁଣ୍ଠ ପ୍ରଧାନଙ୍କୁ ନ୍ୟାୟ ମିଳିପାରି ନଥିବା ପତ୍ନୀ ଅଭିଯୋଗ କରିଛନ୍ତି । କାଯ୍ୟରତ ଅଧିକାରୀଙ୍କ ଉପରେ ଆକ୍ରମଣ ଏହାପରେ ନ୍ୟାୟ ନ ମିଳିବା ବ୍ୟବସ୍ଥା ଉପରେ ପ୍ରଶ୍ନ ସୃଷ୍ଟି କରୁଛି ବୋଲି କହିଛନ୍ତି ବୈକୁଣ୍ଠଙ୍କ ପତ୍ନୀ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking