26.1 C
Bhubaneswar
Friday, July 4, 2025
Homeଦେଶ ବିଦେଶଏସୀୟ କ୍ରୀଡା: ସୁଟିଂରେ ଭାରତକୁ ବ୍ରୋଞ୍ଜ

ଏସୀୟ କ୍ରୀଡା: ସୁଟିଂରେ ଭାରତକୁ ବ୍ରୋଞ୍ଜ

ନୂଆଦିଲ୍ଲୀ: ଏସୀୟ କ୍ରୀଡା ସୁଟିଂରେ ଭାରତକୁ ଆଉ ଏକ ପଦକ ହାସିଲ କରିଥିବା ସୂଚନା ରହିଛି । ପୁରୁଷ ଟ୍ରାପ୍ ବ୍ୟକ୍ତିଗତ ଇଭେଣ୍ଟରେ ବ୍ରୌଞ୍ଜ ପଦକ ହାସିଲ କରିଥିବା ସୂଚନା । ସୁଟର କିନାନ ଭାରିଅସ୍ ଜିତିଲେ ବ୍ରୋଞ୍ଜ ପଦକ । ୧୧ ସ୍ୱର୍ଣ୍ଣ, ୧୬ ରୌପ୍ୟ, ୧୫ ବ୍ରୋଞ୍ଜ ଭାରତ ୪୨ ଟି ପଦକ ହାସିଲ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking