34.1 C
Bhubaneswar
Friday, September 20, 2024
Homeଓଡିଶାସୁଶାନ୍ତ ସିଂଙ୍କୁ ଗିରଫ କର – ମନମୋହନ

ସୁଶାନ୍ତ ସିଂଙ୍କୁ ଗିରଫ କର – ମନମୋହନ

ଭୁବନେଶ୍ୱର : ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣା ସୁଶାନ୍ତ ସିଂଙ୍କୁ ଗିରଫ ଦାବି । ବିଜେଡି ବିଧାୟକ ସୁଶାନ୍ତଙ୍କ ଗିରଫ ଦାବି କଲେ ମନମୋହନ ସାମଲ । ପିକନିକ୍ ନାଁରେ ସେଠାରେ ନିଶା କାରବାର ଚାଲିଥିବା ଖବର ଥିଲା । ଖବର ପାଇ ପୋଲିସ ସେଠାରେ ପହଞ୍ଚôଥିଲା , ଯାଞ୍ଚ କରିଥିଲା । ସୁଶାନ୍ତ ସିଂହ ସେଠାରେ ପହଞ୍ଚôଥିଲେ , ସମର୍ଥକମାନଙ୍କୁ ଡାକିଥିଲେ । ସମସ୍ତଙ୍କୁ ଡାକିବା ପରେ ଥାନାରେ ଭଙ୍ଗାରୁଜା କରାଯାଇଥିଲା । ସୁଶାନ୍ତ ସିଂ ସ୍ପଟରେ ଥିଲେ , ତାଙ୍କୁ ଗିରଫ କରାଯାଉ ବୋଲି କହିଲେ ମନମୋହନ ।

ନିଶ୍ଚିତ ଭାବେ ଆମ ଟିମ୍ ନିରାଶଜନକ ପ୍ରଦର୍ଶନ କରିଛି: ବଟଲର

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking