ଭୁବନେଶ୍ୱର : ଜୀବନଶୈଳୀରେ ଆଜିକାଲି ଲୋକମାନେ ରୋଷେଇ କରିବା ପରିବର୍ତ୍ତେ ବାହାରୁ ଫ୍ରିଜ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଫ୍ରିଜ ଖାଦ୍ୟ ଆପଣ ଶରୀରକୁ କେତେ କ୍ଷତି ପହଞ୍ଚାଇ ପାରିବ । ଖାଦ୍ୟକୁ ଦୀର୍ଘ ସମୟ ଧରି ରଖିବା ପାଇଁ ପ୍ରିଜ ବ୍ୟବହାର କରାଯାଏ । ଯାହା ମଧୁମେହ ରୋଗ ହେବାର ଆଶଙ୍କା ଥାଏ । ଫ୍ରିଜ ଖାଦ୍ୟରେ ପ୍ରୋଟିନ ଅପେକ୍ଷା ଅଧିକ କ୍ୟାଲୋରୀ ଥାଏ । ଅଧିକ ପରିମାଣର କାର୍ବୋହାଇଡ୍ରେଟ ଯୋଗୁଁ ଓଜନ ବୃଦ୍ଧି ପାଏ । ଫଅରିଜ ଖାଦ୍ୟରେ ଭିଟାମିନ ଏବଂ ମିନେରାଲ୍ସ ଅଭାବ ଦେଖାଦେଇଥାଏ । ବହୁ ପରିମାଣରେ କୋଲେଷ୍ଟ୍ରେଲକୁ ବଢାଇଥାଏ । ଖାଦ୍ୟରେ ଅଧିକ ପରିମାଣରେ ସୋଡିୟମ ଥାଏ । ଯାହା ବ୍ଲଡ ପ୍ରେସରକୁ ବଢାଇଥାଏ । ଯଦି ଆପଣ ସୁସ୍ଥ ରହିବାକୁ ଚାହାଁନ୍ତି ତେବେ ଫ୍ର୍ରିିଜ ଖାଦ୍ୟକୁ ଏଡାଇବାକୁ ଚେଷ୍ଟା କରନ୍ତୁ ।