ଭୁବନେଶ୍ୱର: ଅର୍ଚ୍ଚନା ନାଗ ଏବଂ ସ୍ୱାମୀ ଜଗବନ୍ଧୁଙ୍କ ମୋବାଇଲ ସିଏଫ୍ଏସ୍ଏଲ୍ ଯିବ । ସେଣ୍ଟ୍ରାଲ ଫୋରେନସିକ୍ ଲ୍ୟାବ ପଠାଇବାକୁ ଇଡି କୋର୍ଟଙ୍କ ନିର୍ଦ୍ଧେଶ । ଜବତ ୩ଟି ମୋବାଇଲ ଜମା କରିବାକୁ ଖଣ୍ଡଗିରି ପୋଲିସକୁ ନିର୍ଦ୍ଧେଶ । ଏସ୍ଡିଜେକେଏମ୍ କୋର୍ଟରେ ମୋବାଇଲ ଜମା କରିବାକୁ ନିର୍ଦ୍ଧେଶ ଦେଲେ । ରାଜ୍ୟ ଫୋରେନସିକ ଲ୍ୟାବ ବିଫଳ ହେବାରୁ କୋର୍ଟ ଯାଇଥିଲା ଇଡି । ମୋବାଇଲ ସିଏଫ୍ଏସ୍ଏଲ୍ରେ ଯାଞ୍ଚ କରାଇବାକୁ ଇଡି ଆବେଦନ କରିଥିଲା ।