20.1 C
Bhubaneswar
Wednesday, January 8, 2025
Homeଓଡିଶାଅନୁପ ସାଏଙ୍କୁ ଆଜୀବନ ଦଣ୍ଡାଦେଶ

ଅନୁପ ସାଏଙ୍କୁ ଆଜୀବନ ଦଣ୍ଡାଦେଶ

ଝାରସୁଗୁଡ଼ା: ବହୁ ଚର୍ଚ୍ଚିତ କଳ୍ପନା ଦାସ ଓ ଝିଅ ବବ୍‌ଲୀ ଦାସ ହତ୍ୟା ମାମଲାରେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ ଦଣ୍ଡିତ କରିଛନ୍ତି ଛତିଶଗଡ଼ ରାଜ୍ୟ ରାୟଗଡ଼ ସେସନ୍ସ କୋର୍ଟ । ଉଭୟ ମା’ ଝିଅଙ୍କୁ ହତ୍ୟା ପରେ ସେମାନଙ୍କ ଉପରେ ଗାଡ଼ି ମଡ଼ାଇ ଦିଆଯାଇଥିବା ନେଇ ମାମଲା ହୋଇଥିଲା । ୨୦୨୦ରେ ଏ ମାମଲାରେ ଅନୁପ ଏବଂ ତାଙ୍କ ଡ୍ରାଇଭର୍ ବର୍ଦ୍ଧନଙ୍କୁ ଗିରଫ କରାଯାଇଥିବାବେଳେ ମାମଲାର ଶୁଣାଣି ବେଳେ ପ୍ରମାଣ ଅଭାବରୁ ବର୍ଦ୍ଧନ ଟପ୍ପୋଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା । ସୂଚନା ଯୋଗ୍ୟ ୨୦୧୬ରେ ଚକ୍ରଧରପୁର ଅଞ୍ଚଳରୁ ଉଭୟ ମା’-ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଉଭୟଙ୍କୁ ହତ୍ୟା ପରେ ସେମାନଙ୍କ ଉପରେ ଗାଡ଼ି ମଡ଼ାଇ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking