27.1 C
Bhubaneswar
Sunday, November 24, 2024
Homeବ୍ରେକୀଙ୍ଗସେ କେବେ ବି ମୋତେ ସ୍ୱାମୀ ଭାବେ ମାନି ନାହାନ୍ତି

ସେ କେବେ ବି ମୋତେ ସ୍ୱାମୀ ଭାବେ ମାନି ନାହାନ୍ତି

ଭୁବନେଶ୍ୱର: ଦାମ୍ପତ୍ୟ ବିବାଦକୁ ନେଇ ପୁଣି ଟ୍ୱିଟ କରିଛନ୍ତି ସାଂସଦ ଅନୁଭବ ମହାନ୍ତି । ବର୍ଷା ତାଙ୍କୁ କେବେ ବି ସ୍ୱାମୀ ଭାବେ ଗ୍ରହଣ କରିନଥିବା ଅନୁଭବ କହିଛନ୍ତି । ଆଜି ବି ପୁଣି ବର୍ଷାଙ୍କୁ ଅନରେବଲ ମ୍ୟାଡାମ କହିଛନ୍ତି ଅନୁଭବ । ଥରୁଟିଏ ପାଇଁ ବି ଅନରେବଲ ମ୍ୟାଡାମ ସ୍ୱାମୀ ଭାବରେ ମାନି ନାହାନ୍ତି । ମାନିସକ ଭାବେ ହେଉ ବା ଶାରୀରିକ, ସ୍ୱାମୀ ଭାବେ ମାନି ନାହାନ୍ତି । ମୋର ଓ ତାଙ୍କର ପବ୍ଲିକ ଇମେଜ୍ ପାଇଁ ମୁଁ ୭ ବର୍ଷ ହେଲା ଚୁପ୍ ରହିଥିଲି । ତାଙ୍କ ଇମେଜକୁ ସମ୍ମାନ ଦେବା କଣ ମୋର ବଡ ଭୁଲ ଥିଲା କି ? ମ୍ୟାଡାମ କେବେ ପ୍ରକୃତରେ ମୋର ପତ୍ନୀ ହୋଇପାରିଛନ୍ତି କି ? ଏହା କେବଳ ଏକ ସାମାଜିକ ବିବାହ ଥିଲା ବୋଲି କହିଛନ୍ତି ଅନୁଭବ । ଆମର କେବେ ମାନସିକ କି ଶାରୀରିକ ବିବାହ ହୋଇପାରିନାହିଁ । କାରଣ ସେ କେବେ ଚାହିଁନାହାନ୍ତି କି କେବେ ଚେଷ୍ଟା ବି କରିନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking