30.1 C
Bhubaneswar
Friday, November 15, 2024
Homeଦେଶ ବିଦେଶମୋଦୀ ବିରୋଧୀ ମନ୍ତବ୍ୟ, ଆପ୍‌କୁ ଇସି ନୋଟିସ

ମୋଦୀ ବିରୋଧୀ ମନ୍ତବ୍ୟ, ଆପ୍‌କୁ ଇସି ନୋଟିସ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ନିର୍ବାଚନ କମିଶନ (ଇସି) ପକ୍ଷରୁ ମଙ୍ଗଳବାର ଆମ୍ ଆଦ୍‌ମୀ ପାର୍ଟି (ଆପ୍‌)କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଚଳିତମାସ ୧୬ ସୁଦ୍ଧା ଜବାବ ଦାଖଲ କରିବାକୁ ଆପ୍‌କୁ ନିର୍ଦ୍ଦେଶ ଦିଆଯାଇଛି ।

ଆପ୍ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲଙ୍କୁ ଏହି ନୋଟିସ ଇସ୍ୟୁ କରାଯାଇଛି । ଆପ୍ ପକ୍ଷରୁ ମୋଦୀଙ୍କୁ ଟାର୍ଗେଟ କରି ଦଳର ଟ୍ୱିଟର ହ୍ୟାଣ୍ଡଲରେ ଗୋଟିଏ ଭିଡିଓ ଅପ୍‌ଲୋଡ କରାଯାଇଥିବାବେଳେ ଦୁଇଟି ବିବାଦୀୟ ଟ୍ୱିଟ୍ ମଧ୍ୟ କରାଯାଇଥିଲା । ଫଳରେ କେନଦ୍ରମନ୍ତ୍ରୀ ହରଦୀପ ସିଂହ ପୁରିଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧି ଦଳ ନଭେମ୍ବର ୧୦ରେ ଇସିଙ୍କ ନିକଟରେ ଏହାର ପ୍ରତିବାଦ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking