29.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶଆଉ ଜଣେ ଜଣାଶୁଣା ଭାରତ ବିରୋଧୀକୁ ପାକିସ୍ଥାନରେ ହତ୍ୟା

ଆଉ ଜଣେ ଜଣାଶୁଣା ଭାରତ ବିରୋଧୀକୁ ପାକିସ୍ଥାନରେ ହତ୍ୟା

ପାକିସ୍ତାନ: ପାକିସ୍ତାନର କରାଚିରେ ଆଉଜଣେ ଭାରତ ବିରୋଧୀ  ଧାର୍ମିକ ନେତା ମୌlଲାନା ରହୀମୁଲ୍ଲା ତାରିକକୁ ପାକିସ୍ଥାନର ଓରଙ୍ଗି ଟାଉନ ଅଞ୍ଚଳରେ ଅଜ୍ଞାତ ବ୍ୟକ୍ତି ଗୁଳି କରି ହତ୍ୟା କରିଛନ୍ତି । ତାରିକ ରହୀମୁଲ୍ଲା ଭାରତ ବିରୋଧୀ ଭାବେ ଜଣାଶୁଣା । ସେ ସର୍ବଦା ଧାର୍ମିକ ସଭା ମାନଙ୍କରେ ଭାରତ ବିରୋଧରେ ବିଷେଦଗାର କରିଥାଏ । ସେ ଆତଙ୍କବାଦୀ ସଂଗଠନ ଜୈସ-ଏ –ମହମ୍ମଦ ଚିଫ  ମାସୁଦ ଅଜହରର ଅତି ନିକଟତର ଥିଲା ।

ଗତ କିଛି ମାସ ଧାରୀ ପାକିସ୍ଥାନ ମାଟିରେ ଭାରତ ବିରୋଧୀଙ୍କ ମୁଣ୍ଡ ଗଡିବାରେ ଲାଗିଛି । ତାଜା ଘଟଣାକ୍ରମରେ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ଵାରା ଜୈସ-ଏ-ମହମ୍ମଦର ସହଯୋଗୀ ରହୀମୁଲ୍ଲା ତାରିକକୁ ଟାର୍ଗେଟ କିଲିଙ୍ଗ କରାଯାଇଛି । ମୌlଲାନା ରହୀମୁଲ୍ଲା ଜୈସ ମୁଖ୍ୟ ମାସୁଦ ଅଜହରଙ୍କ ନିକଟତର ବୋଲି କୁହାଯାଉଛି । ଭାରତ ବିରୋଧୀ ସମାବେଶରେ ମୌlଲାନା ତାରିକ୍ ପ୍ରାୟତ ଭାରତ ବିରୁଦ୍ଧରେ ବିଷେଦଗାର କରିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking