34.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଚନ୍ଦ୍ରବାବୁଙ୍କ ବିରୋଧରେ ଆଉ ଏକ ୱାରେଣ୍ଟ

ଚନ୍ଦ୍ରବାବୁଙ୍କ ବିରୋଧରେ ଆଉ ଏକ ୱାରେଣ୍ଟ

ହାଇଦ୍ରାବାଦ: ଦୁର୍ନୀତି ମାମଲାରେ ଅଭିଯୁକ୍ତ ହୋଇ ଜେଲ୍‌ରେ ରହିଥିବା ତେଲୁଗୁ ଦେଶମ ପାର୍ଟି ନେତା ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ବିରୋଧରେ ଆନ୍ଧ୍ର ପୁଲିସ ବୁଧବାର ଆଉ ଏକ ୱାରେଣ୍ଟ ଜାରି କରିଥିବା ଜଣାପଡିଛି । ଫାଇବରନେଟ୍ ଦୁର୍ନୀତିରେ ସଂପୃକ୍ତ ଥିବା ଅଭିଯୋଗରେ ଚନ୍ଦ୍ରବାବୁଙ୍କ ବିରୋଧରେ ସାନି ୱାରେଣ୍ଟ ଜାରି କରାଯାଇଥିବା କୁହାଯାଇଛି । ଆସନ୍ତାକାଲି ଅର୍ଥାତ ଗୁରୁବାର ଚନ୍ଦ୍ରବାବୁଙ୍କ ଜାମିନ ଆବେଦନର ଶୁଣାଣି ହାଇକୋର୍ଟରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking