ଭୁବନେଶ୍ୱର: ଏସୀୟ କ୍ରୀଡା ସେଲିଂରେ ଭାରତକୁ ଆଉ ଏକ ପଦ ମିଳିଥିବା ସୂଚନା ରହିଛି । ଇବାଦ ଅଲ୍ଲୀ ଦେଶ ପାଇଁ ଜିତିଲେ ବ୍ରୋଞ୍ଜ ପଦକ । ଆଜି ସେଲିଂରେ ନେହା ଠାକୁର ଜିତିଥିଲେ ରୌପ୍ୟ ପଦକ । ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା ୧୩କୁ ବୃଦ୍ଧି ହୋଇଥିବା ଖବର ସାମ୍ନାକୁ ଆସିଛି ।