30.1 C
Bhubaneswar
Sunday, March 23, 2025
Homeଓଡିଶାଅଲମଦ୍ରାସାତୁନ ନୁରିଆ ପକ୍ଷରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଅଲମଦ୍ରାସାତୁନ ନୁରିଆ ପକ୍ଷରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଯାଜପୁର: ଯାଜପୁର ଅଡ଼ଙ୍ଗ ପୁରୁଷୋତ୍ତମପୁର ଅଲ ମଦ୍ରାସାତୁନ ନୁରିଆ ପକ୍ଷରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଇସଲାମ ଧର୍ମର କୁରାନ ହଦୀଶ ପାଠ ସମ୍ପୂର୍ଣ କରିଥିବା ୧୯ଜଣ ଛାତ୍ରଙ୍କୁ ସାର୍ଟିଫିକେଟ ଓ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ମଦ୍ରାସାରୁ ଛାତ୍ର ମାନେ ଇସଲାମ ଧର୍ମ ପାଠ ପଡ଼ିବା ଓ ଉର୍ଦୁ ଇତ୍ୟାଦି ବିଷୟରେ ପାଠ ପଡ଼ିବା ପରେ ସ୍କୁଲ, ମସଜିଦରେ ଚାକିରୀ କରନ୍ତି। ଏହି ଅନୁଷ୍ଠାନ ୨୦୧୧ ମସିହା ଠୁ ଆରମ୍ଭ ହୋଇ ସ୍ଥାନୀୟ ଅଞ୍ଚଳରେ ଛାତ୍ର ମାନଙ୍କୁ ଇସଲାମ ଧର୍ମ ବିଷୟରେ ପାଠ ପଡ଼ିବା ଓ ସାମାଜିକ ସ୍ତରରେ କିଭଳି ଭାଇଚାରା ସହିତ ଚାଲିବା ଏ ଲକ୍ଷ ରଖି ଅନୁଷ୍ଠାନ କରଯାଇଥିବା କୁହା ଯାଇଛି । ମଦ୍ରାସାର ଅଧକ୍ଷ ମହମଦ ହସନ ଇକବାଲ ଖାନଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଫତି ଅବିଦ ମିସବାହି ସାହାବ, ସଲାଉଦିନ ନିଜାମି ସାହାବ,ମୋତିଉଲ୍ଲା ହବିବିଙ୍କ ସମେତ ବହୁ ଧର୍ମଗୁରୁ ରାଜ୍ୟ ବାହାରୁ ଆସି ଯୋଗ ଦେଇ ପ୍ରବଚନ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking