ଭୁବନେଶ୍ୱର: ୩ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କଲା ବିଜେପି । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ ପାଇଁ ପର୍ଯ୍ୟବେକ୍ଷକ ଗୋଷଣା ଜାରି କରାଯାଇଛି । ଛତିଶଗଡ ପାଇଁ ଅର୍ଜୁନ ମୁଣ୍ଡା ଓ ସର୍ବାନନ୍ଦ ସୋନୱାଲଙ୍କୁ ଦାୟିତ୍ୱ ଦିଆଯାଇଛି । ରାଜସ୍ଥାନ ପାଇଁ ରାଜନାଥ ସିଂ. ବିନୋଦ୍ ତାୱେଡେ ଓ ସରୋଜ ପାଣ୍ଡେଙ୍କ ନାମ ଘୋଷଣା କରିଛି ବିଜେପି ।