ବ୍ୟୁରୋ : ଚନ୍ଦ୍ରବାବୁ ନାଇଡୁଙ୍କୁ ପୁଣିଥରେ ଝଟ୍କା ଲାଗିଛି। ଟିଡିପି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ଜାମିନ୍ ଆବେଦନକୁ ଖାରଜ କରିଛନ୍ତି ଆନ୍ଧ୍ର ପ୍ରଦେଶ ହାଇକୋର୍ଟ। ଅମରାବତୀ ଇନର ରିଙ୍ଗ୍ ରୋଡ୍, ଆଲାଇନ୍ମେଣ୍ଟ୍, ଫାଇବର ନେଟ୍ ଏବଂ ଅଙ୍ଗୁଲ୍ଲ ହିଂସା ମାମଲାରେ କୋର୍ଟ ତାଙ୍କ ଜାମିନ୍ ପିଟିସନକୁ ଖାରଜ କରିଥିବା ସୂଚନା ରହିଛି।