28.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଆଉ କିଛି ସମୟ ପରେ ସୂର୍ଯ୍ୟ ଦେଖିବେ ଶ୍ରମିକ

ଆଉ କିଛି ସମୟ ପରେ ସୂର୍ଯ୍ୟ ଦେଖିବେ ଶ୍ରମିକ

ଉତ୍ତରାଖଣ୍ଡ: ଆଉ କିଛି ସମୟର ଅପେକ୍ଷା । ଟନେଲ ଭିତରେ ଫସିଥିବା ଶ୍ରମିକଙ୍କ ନିକଟତର ହେଉଛି ରେସକ୍ୟୁ ଟିମ୍ । ଉଦ୍ଧାର ହେବେ ୪୧ ଜଣ ଶ୍ରମିକ । ଉତ୍ତରାଖଣ୍ଡର ଶିଲ୍କୟାରାରେ ଘଟିଥିବା ଏହି ଘଟଣା ଉପରେ ସାରା ଦେଶର ନଜର । କେବତେବେଳେ ଉଦ୍ଧାର ହେବେ ଶ୍ରମିକ, ତାକୁ ସମସ୍ତେ ଅନେଇ ବସିଛନ୍ତି । ଆଉ ଅଳ୍ପ ଘଣ୍ଟା ମଧ୍ୟରେ ସମସ୍ତେ ଉଦ୍ଧାର ହେବେ ବୋଲି ଆଶା କରାଯାଉଛି । ଟନେଲ ବାହାରେ ୨୦ରୁ ଅଧିକ ଆମ୍ବୁଲାନ୍ସ ନିୟୋଜିତ ହୋଇଛନ୍ତି  ।

ଶ୍ରମିକ ଉଦ୍ଧାର ହେଲା ମାତ୍ରେ ସେମାନଙ୍କୁ ମେଡିକାଲ ନିଆଯିବ । ମେଡିକାଲରେ ମଧ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ସମାନ୍ତରଳ ଭାବେ ଚାଲିଥିବା ହରିଜଣ୍ଟାଲ ଡ୍ରିଲିଂ କରାଯାଉଛି । ମୋଟ ୬୦ ମିଟରରୁ ଆଉ ୧୨ ମିଟର ରହିଛି ।  ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ୮ଶହ ମିଲିମିଟର ଓସାର ପାଇପରେ ଖୋଳାଯାଇଛି । ପୂର୍ବରୁ ୯ଶହ ମିଲିମିଟର ପାଇପରେ ୨୨ ମିଟର ଖୋଳାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking