31.1 C
Bhubaneswar
Sunday, May 19, 2024
Homeଅପରାଧକିରାସିନି ଢାଳି ସ୍ତ୍ରୀକୁ ପୋଡ଼ିମାରିଲା ସ୍ୱାମୀ

କିରାସିନି ଢାଳି ସ୍ତ୍ରୀକୁ ପୋଡ଼ିମାରିଲା ସ୍ୱାମୀ

ସମ୍ବଲପୁର: ସମ୍ବଲପୁର କୁଚିଣ୍ଡା ବ୍ଲକ୍ ମହୁଲପାଲି ଖଟାଟାଙ୍ଗର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ କିରାସିନି ଢାଳି ନିଆଁ ଲଗାଇ ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ ମହିଳାଙ୍କ ଭାଇ ଘଟଣା ସମ୍ପର୍କରେ ମହୁଲପାଲି ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ହତ୍ୟାକାଣ୍ଡ ଘଟାଇଥିବା ଯୁବକ ତଥା ମହିଳାଙ୍କ ସ୍ୱାମୀକୁ ଅଟକ ରଖି ପଚରାଉଚରା ଜାରି ରଖିଛି । ସେପଟେ ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking