30.1 C
Bhubaneswar
Saturday, September 28, 2024
Homeଓଡିଶାଅମିତ ଶାହାଙ୍କ ଓଡିଶା କାର୍ଯ୍ୟକ୍ରମ ସ୍ଥଗିତ

ଅମିତ ଶାହାଙ୍କ ଓଡିଶା କାର୍ଯ୍ୟକ୍ରମ ସ୍ଥଗିତ

ଭୁବନେଶ୍ୱର: ଆସନ୍ତା ୧୭ରେ ହେବାକୁ ଥିବା ଅମିତ ଶାହାଙ୍କ କାର୍ଯ୍ୟକ୍ରମ ସ୍ଥଗିତ ହୋଇଛି । ଗୁଜରାଟକୁ ଆସୁଥିବା ବାତ୍ୟା ବିପର୍ଯ୍ୟୟ ପାଇଁ କାର୍ଯ୍ୟକ୍ରମ ସ୍ଥଗିତ କରାଯାଇଛି । ସ୍ଥଗିତ ନେଇ ବିଜେପି ସା.ସଂପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା । ୧୭ରେ ଅମିତ ଶାହାଙ୍କର ଢେଙ୍କାନାଳରେ ସଭା କାର୍ଯ୍ୟକ୍ରମ ଥିଲା ।

ଢେଙ୍କାନାଳ ପରେ କେନ୍ଦ୍ରାପଡା ଓ କଟକରେ ବି କାର୍ଯ୍ୟକ୍ରମ ରହିଥିଲା । ତେବେ ରାଷ୍ଟ୍ରୀୟ ସଭାପତିନଡ୍ଡାଙ୍କ କାର୍ଯ୍ୟକ୍ରମ ଅପରିବର୍ତ୍ତିତ ରହିଛି । ୨୨ରେ ନଡ୍ଡାଙ୍କ କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ ଅପରିବର୍ତ୍ତିତ ରହିଛି ବୋଲି କହିଛନ୍ତି ପୃଥ୍ୱୀରାଜ ।

ଟାଟାବିଜୁଳି କଣ୍ଟାଜାଲରେ ଓଡିଶା ଛଟପଟ : ମାୟାଧର ନାୟକ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking