26.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶଆମେରିକାର ଏଫ୍‌-୩୫ ବିମାନ ନିଖୋଜ

ଆମେରିକାର ଏଫ୍‌-୩୫ ବିମାନ ନିଖୋଜ

ୱାଶିଂଟନ : ଆମେରିକା ବାୟୁସେନାର ଏକ ଲଢୁଆ ଏଫ୍‌-୩୫ ବିମାନ ନିଖୋଜ ହୋଇଥିବା ଜଣାପଡିଛି । ରବିବାର ଅପରାହ୍ନରେ ସାଉଥ୍ କ୍ୟାରୋଲାଇନା ଆକାଶରେ ଉଡୁଥିବାବେଳେ ବିମାନରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା । ପାଇଲଟ୍ ଆକାଶଛତା ସାହାଯ୍ୟରେ ଜୀବନ ରକ୍ଷା କରିଥିଲେ ସୁଦ୍ଧା ବିମାନର କୌଣସି ପତ୍ତା ମିଳୁନାହିଁ । ନିଖୋଜ ବିମାନକୁ ଠାବ କରିବାକୁ ଉଦ୍ୟମ ଚାଲିଛି । ଏହି ପ୍ରକ୍ରିୟାରେ ସହାୟତା କରିବାକୁ ବାୟୁସେନା ପକ୍ଷରୁ ସ୍ଥାନୀୟ ବାସିନ୍ଦାଙ୍କୁ ଅନୁରୋଧ ମଧ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking