29.1 C
Bhubaneswar
Monday, March 17, 2025
Homeଦେଶ ବିଦେଶକରୋନା କବଳରେ ଆମେରିକା, ୧୪ ରାଜ୍ୟରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା

କରୋନା କବଳରେ ଆମେରିକା, ୧୪ ରାଜ୍ୟରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା

ଓ୍ବାଶିଂଟନ : ଶୀତ ପାଖେଇ ଆସୁଥିବା ବେଳେ ଆମେରିକାର ୧୪ଟି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏଥିପାଇଁ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି।

ଦେଶର ସାମଗ୍ରିକ ବୃଦ୍ଧି ୮.୬ ପ୍ରତିଶତରେ ପହଞ୍ଚିଛି। ଯେଉଁଥିରେ ନଭେମ୍ବରରେ ୧୬,୨୩୯ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଉପର ମଧ୍ୟ-ପଶ୍ଚିମ, ଦକ୍ଷିଣ ଆଟଲାଣ୍ଟିକର କିଛି ଅଂଶ ଏବଂ ଦକ୍ଷିଣ ମାଉଣ୍ଟେନ ଅଞ୍ଚଳରେ ଅଧିକ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଛି। ଥଣ୍ଡା ପାଗରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥାଏ ବୋଲି ଜଣେ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking