ଭୁବନେଶ୍ୱର : ବିଜେଡି ନେତା ଅମର ଶତପଥୀଙ୍କ ବିସ୍ଫୋରକ ବୟାନ । ବିଧାୟକଙ୍କୁ ନବୀନ ଦେଇଥିବା ଦାୟିତ୍ୱ ନେଇ ପ୍ରତିକ୍ରିୟା । ପୂର୍ବରୁ ଏମିତି କରିଥିଲେ ବିରୋଧୀ ଦଳରେ ବସିନଥାନ୍ତୁ । ବଳମ୍ବ ହେଉ ପଛେ ଭଲ ପଦକ୍ଷେପ ନିଆଯାଇଛି । ସୁପ୍ରିମୋ ଯେଉଁ ଦାୟିତ୍ୱ ଦେଉଛନ୍ତି ସ୍ୱାଗତେଯାଗ୍ୟ ।
ନିଟ୍ ପେପର ଲିକ୍ ମାମଲା ,ବଡ଼ ଧରଣର ଅନିୟମିତତା ପ୍ରମାଣିତ ହେଲେ ପୁଣି ପରୀକ୍ଷା ହେବ : ସୁପ୍ରିମକୋର୍ଟ