29.1 C
Bhubaneswar
Friday, July 11, 2025
Homeଓଡିଶା୨୦ରେ ଖୋଲିବ ସମସ୍ତ ସ୍କୁଲ: ମନ୍ତ୍ରୀ

୨୦ରେ ଖୋଲିବ ସମସ୍ତ ସ୍କୁଲ: ମନ୍ତ୍ରୀ

ଭୁବନେଶ୍ୱର: ସ୍କୁଲ ଖୋଲିବା  ନେଇ ଦ୍ୱନ୍ଦ୍ୱ ଦୂର କଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।  ଆସନ୍ତା ୨୦ ତାରିଖରେ ସମସ୍ତ ସ୍କୁଲ ଖୋଲିବ । ସରକାରୀ , ବେସରକାରୀ ସମସ୍ତ ସ୍କୁଲ ଖୋଲିବ ।  ଏନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।  ସରକାର ନିଷ୍ପତ୍ତି ନେଇଛନ୍ତି ୨୦ରେ ହିଁ ଖୋଲିବ ।  ଯାହା ଆବଶ୍ୟକ ପଦକ୍ଷେପ ନିଆଯାଇଛି । ସ୍କୁଲ ଖୋଲିବା ପୂର୍ୱରୁ  ସମସ୍ତ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking