31.1 C
Bhubaneswar
Wednesday, April 29, 2026
Homeଓଡିଶାଭତ୍ତା ପାଇଁ ବଢାଉଛନ୍ତି ବୟସ: ମନ୍ତ୍ରୀ

ଭତ୍ତା ପାଇଁ ବଢାଉଛନ୍ତି ବୟସ: ମନ୍ତ୍ରୀ

ଭୁବନେଶ୍ୱର: ଭତ୍ତା ପାଇଁ  ଆବେଦନ କରିଥିବା ବୃଦ୍ଧବୃଦ୍ଧା ବୟସ ବଢାଉଛନ୍ତି । ସାମାଜିକ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ନିଜର ଭୋଟର କାର୍ଡ ଜାଲିଆତି କରି ବୟସ ବଢାଉଛନ୍ତି । ଭୋଟର କାର୍ଡ ଯାଞ୍ଚ  ପାଇଁ ଜିଲ୍ଲାପାଳଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଅଯୋଗ୍ୟ ଆବେଦନକାରୀଙ୍କୁ ରେକିବାକୁ ନିର୍ଦ୍ଦେଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking