କଟକ: ଭିଡିଓ ଭାଇରାଲ ପରେ ହଟିଲେ କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସି । ଡିସିପି କାର୍ଯ୍ୟାଳୟରୁ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ବଦଳି । ବଦଳି ନେଇ କଟକ ଡିସିପି ଅଫିସ୍ ସୂତ୍ରରୁ ସୂଚନା ଦିଆଯାଇଛି । ଆଇଆଇସିଙ୍କ ବଟି ମାଗିବା ଭିଡିଓ ଭାଇରାଲ ହୋଇଥିଲା । ଭାଇରାଲ ଭିଡିଓକୁ ନେଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ବିଜେପି ।