40.1 C
Bhubaneswar
Sunday, June 16, 2024
Homeଅପରାଧରାସ୍ତା ମଝିରେ ଯୁବକଙ୍କୁ ଗୁଳିମାଡ଼ କରି ଦୁବୃର୍ତ୍ତ ଫେରାର

ରାସ୍ତା ମଝିରେ ଯୁବକଙ୍କୁ ଗୁଳିମାଡ଼ କରି ଦୁବୃର୍ତ୍ତ ଫେରାର

କନ୍ଧମାଳ : ରାସ୍ତା ମଝିରେ ଯୁବକଙ୍କୁ ଗୁଳିମାଡ଼ । କନ୍ଧମାଳ ଜିଲ୍ଲା ଫୁଲବାଣୀ ଡାକପାଲାରେ ଗୁଳି ମାଡ଼ । ଡାକପାଲା ଅଞ୍ଚଳର ଅଜିତ ପ୍ରଧାନ ନାମକ ଯୁବକଙ୍କୁ କେହି ଜଣେ ଦୁବୃର୍ତ୍ତ ଗୁଳିମାଡ଼ କରି ଫେରାର ହୋଇଯାଇଥିଲା । ଗତକାଲି ରାତି ୯ଟା ବେଳକୁ ଫୁଲବାଣୀରୁ ନିଜ ଘରକୁ ଫେରୁଥିବା ବେଳେ ଗୁଳିମାଡ଼ ହୋଇଛି । ଗୁଳିଟି ଅଜିତଙ୍କ ଛାତିରେ ବାଜିଥିଲା । ତାଙ୍କୁ ପ୍ରଥମେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଘଟଣାସ୍ଥଳରେ ଟାଉନଥାନା ପୋଲିସ ତଦନ୍ତ ଚଳାଇଛି । ତେବେ କିଏ ଓ କାହିଁକି ଅଜିତଙ୍କୁ ଗୁଳି ମାଡ଼ କରିଲା କାରଣ ଜଣାପଡିନି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking