29.1 C
Bhubaneswar
Wednesday, May 22, 2024
Homeଦେଶ ବିଦେଶଛତିଶଗଡ ନକ୍ସଲ ହିଂସା ପରେ ଏକ ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା

ଛତିଶଗଡ ନକ୍ସଲ ହିଂସା ପରେ ଏକ ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା

ଛତିଶଗଡ: ଛତିଶଗଡ ନକ୍ସଲ ହିଂସା ପରେ ଏକ ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି । ଭିଡିଓରେ କିଛି ସନ୍ଦିଗ୍ଧଙ୍କ ଆତଜାତ ଦୃଶ୍ୟ ଓ ଗୁଳି ମାଡର ଶବ୍ଦ ରହିଛି । ଭିଡିଓରେ ଜଣେ ଉଡଗୟା ଭୟା, ପୂରା ଉଡଗୟା କହୁଥିବା ଶୁଣାଯାଉଛି । କିଛି ଦୂରରେ ଧୂଆଁଳିଆ ଦିଶିବା ସହ ଲୋକଙ୍କ ଚିତ୍କାର ମଧ୍ୟ ଶୁଣାଯାଉଛି ।

ଲୋକଙ୍କ ଚିତ୍କାର ଶୁଣାଯିବା ପରେ ପରେ ଗୁଳି ମାଡର ଶବ୍ଦ ମଧ୍ୟ ଶୁଣାଯାଉଛି । ଭିଡିଓରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଜଙ୍ଗଲକୁ ଖସି ପଳାଉଥିବାର ମଧ୍ୟ ଦେଖାଯାଉଛି । ନକ୍ସଲଙ୍କ ବିସ୍ଫୋରଣ ପରେ ଭିଡିଓ ଉତ୍ତୋଳନ ହୋଇଥିବା ଅନୁମାନ କରାଯାଉଛି । କାଲି ଦନ୍ତେୱାଡାରେ ନକ୍ସଲ ହମଲାରେ ୧୦ ଜଣ ଯବାନ ସହିଦ ହୋଇଥିଲେ । ୧୦ ଡିଆରଜି ଯବାନ ଜଣେ ଡ୍ରାଇଭରଙ୍କୁ ମିଶାଇ ୧୧ ଜଣ ନିହତ ହୋଇଥିଲେ ।

ନଦୀରେ ବୁଡ଼ିଲା ଡ଼ଙ୍ଗା ; ଜଣେ ମୃତ, ଜଣେ ନିଖୋଜ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking