37.1 C
Bhubaneswar
Friday, May 17, 2024
Homeଟୋକିଓ ଅଲମ୍ପିକଅଳ୍ପକେ ପଦକ ହରାଇଲେ ଅଦିତି

ଅଳ୍ପକେ ପଦକ ହରାଇଲେ ଅଦିତି

ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଗଲ୍ଫର୍ ଅଦିତି ଅଶୋକ ଇତିହାସ ସୃଷ୍ଟି କରିବାରେ ବଞ୍ଚିତ ହୋଇଛନ୍ତି । ଅଳ୍ପକେ ପଦକ ହାତଛଡା କରିଛନ୍ତି ଅଦିତି । ମହିଳା ଏକକ ଷ୍ଟ୍ରୋକ ପ୍ଲେ’ରେ ସେ ଚତୁର୍ଥ ସ୍ଥାନରେ ରହିଛନ୍ତି । ଅନ୍ତିମ ସପ୍ତଦଶ ହୋଲରେ ସେ ତୃତୀୟରୁ ଚତୁର୍ଥ ସ୍ଥାନକୁ ଖସିଯାଇଥିଲେ । ଅଦିତି ରିଓ ଅଲିମ୍ପିକ୍ସରେ ୪୧ ତମ ସ୍ଥାନ ପାଇଥିଲେ ଓ ଟୋକିଓରେ ଚତୁର୍ଥ ସ୍ଥାନରେ ରହିଲେ ।

ତେବେ ଅଦିତି ଶେଷ ହୋଲ୍ସରେ ପଦକ ହରାଇଛନ୍ତି । ଆମେରିକାର ନେଲି କୋର୍ଡା ଏହି ପ୍ରତିଯୋଗିତାରେ ଗୋଲ୍ଡ ଜିତିଛନ୍ତି । ଆଦିତି ୧୩ ତମ ହୋଲ ପର୍ଯ୍ୟନ୍ତ ଦ୍ୱିତୀୟ ସ୍ଥାନରେ ଥିଲେ, କିନ୍ତୁ ଶେଷ ୫ଟି ସଟରେ ସେ ଜାପାନର ମୋନେ ଇନାମୀ ଓ ନ୍ୟୁଜିଲ୍ୟାଣ୍ଡର ଲିଡିଆଙ୍କ ପଛରେ ରହିଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking