35.1 C
Bhubaneswar
Sunday, May 19, 2024
Homeମନୋରଞ୍ଜନଟ୍ୟାକ୍ସ ଭରିଲେ ଅଭିନେତ୍ରୀ ଐଶ୍ଚର୍ଯ୍ୟା ରାୟ ବଚ୍ଚନ

ଟ୍ୟାକ୍ସ ଭରିଲେ ଅଭିନେତ୍ରୀ ଐଶ୍ଚର୍ଯ୍ୟା ରାୟ ବଚ୍ଚନ

ନୂଆଦିଲ୍ଲୀ : ତହସିଲଦାରଙ୍କ ନୋଟିସ ପରେ ଟ୍ୟାକ୍ସ ଭରିଲେ ବିଶ୍ୱ ସୁନ୍ଦରୀ ଐଶ୍ଚର୍ଯ୍ୟା ରାୟ ବଚ୍ଚନ । ନାଶିକ ଜିଲ୍ଲା ଅଦୱଡି ଠାରେ ଅଭିନେତ୍ରୀଙ୍କ ନାମରେ ଥିବା ୧ ହେକ୍ଟର ଜମି ବାବଦରେ ସେ ବର୍ଷେ ହେଲା ଟ୍ୟାକ୍ସ ଦେଇନଥିଲେ । ଅଭିନେତ୍ରୀ ଐଶ୍ବର୍ଯ୍ୟା ସମ୍ପତ୍ତି କର ବାବଦକୁ ୨୨ ହଜାର ଟଙ୍କା ଦେଇଛନ୍ତି । ଏଥିପାଇଁ କିଛି ଦିନ ତଳେ ସିନ୍ନର ତହସିଲଦାର ଅଭିନେତ୍ରୀଙ୍କୁ ନୋଟିସ୍ ଜାରି କରିଥିଲେ । ତେବେ ନୋଟିସ ମିଳିବା ପରେ ସେ ଟ୍ୟାକ୍ସ ଭରିଥିବାର ସୂଚନା ମିଳିଛି ।ସିନ୍ନର ତହସିଲଦାର ଏକନାଥ ବାଙ୍ଗେଲ କହିଛନ୍ତି ଯେ, ନୋଟିସ୍ ମିଳିବାର ତିନି ଦିନ ପରେ ଐଶ୍ବର୍ଯ୍ୟା ଜମି ପାଇଁ ୨୨ ହଜାର ଟଙ୍କା ଟ୍ୟାକ୍ସ ଭରିଛନ୍ତି ।

ବିନା ଜମିରେ ପନିପରିବା ଚାଷ କରାଯାଇପାରିବ : ରାମ ରହୀମ

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking